We All are Multidimentional Poor, Because no one is perfect in this World.  

 

 

"Count your age by Friends, not years. Count your life by Smiles, not tears."

Wednesday, 24 September 2014

RANJAN MARRIAGE

                                                      ରଞ୍ଜନ ବାହାଘର
24/9/2014
ବୁଧବାର

ଗୋବିନ୍ଦପୁର ଗାଁର ମୋ ସାଙ୍ଗ ରଞ୍ଜନ ଗୋଛାୟତ(RANJAN GOCHHAYAT,GOBINDAPUR)ର ବାହାଘର ।।
ସେ ତାଙ୍କ ଗାଁ ପାଖା ପାଖି ଗୋଟିଏ ଝିଅ(ସସ୍ମିତା ) କୁ ଭଲ ପାଉଥିଲା ।। ସେ ମୋତେ ଆଜି ସକଳା ଫୋନ୍ କରି କହିଲା ଯେ ଆଜି ତାର ବାହାଘର ।। ଏହା ଶୁଣି ମୋତେ ଭାରି ଖୁସି ଲାଗିଲା ।।
                               ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ।।


Tuesday, 23 September 2014

NIJA AAKHI BI DHAKAA DIE

ନିଜ ଆଖି ବି ଧକ୍କା ଦିଏ


ତାରିଖ 27.9.2014
ସୋମବାର

ନିଜ ଆଖି ବି ଧକ୍କା ଦିଏ ନ କହିଲେ ବିଶ୍ୱାସ ହେବ ନାହିଁ । ସେଦିନ ଥିଲା ସୋମବାର, ମୁଁ ସକାଳ 9ଟା ବେଳେ ବିଛଣାରୁ ଉଠି ବ୍ରସ୍ କଲି ଏବଂ ସକାଳ ଜଳଖିଆ କଲି । ଏହା ପରେ କ୍ଲାସ୍ ନ ଯାଇ ଶୋଇଗଲି । ଯେତେ ବେଳେ ମୋ ନିଦ ଭାଙ୍ଗେ ମୁଁ ଦେଖେ ତ 2.10pm ମୁଁ ହଠାତ୍ ଉଠି ମୁଁହ ଧୁଆଧୋଇ କରି lunch କରିବାକୁ ଗଲି ଦେଖେ ତ dining hall ଫାଙ୍କା ଏବଂ ମୋର ସାଙ୍ଗ ଆଦିତ୍ୟ କୁ ପଚାରିଲି ଆଜି କଣ ସମସ୍ତେ ଖାଇସାରିଲେଣି କି , ସେତେବେଳେ ସେ କହିଲା ଯେ ଏବେ ମାତ୍ର 12.30 ହେଲା, ମୁଁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ । 

Friday, 19 September 2014

UTKAL CHHATRA PARISAD PHOTO OF PONDICHERRY UNIVERSITY

                   UTKAL CHHATRA PARISAD PHOTO OF PONDICHERRY UNIVERSITY







Add caption

Wednesday, 10 September 2014

DOSAROP ODIA REAL STORY ABOUT MY FRIEND BRAJAMOHAN PATTAYAT

DOSAROP ODIA  REAL STORY ABOUT MY FRIEND BRAJAMOHAN PATTAYAT..........


                                                         ଦୋଷାରୋପ



ଅଗନା ଅଗନି ବନସ୍ତ,ଘୋର ଅନ୍ଧକାର, ବାଘ ସିଂହ ମାନଙ୍କର ବିକତାଳ ଶବ୍ଦ, ବିହଙ୍ଗ ମାନଙ୍କର କିଚିରି ମିଚିରି ଶବ୍ଦ ସତେ 
ଯେପରି ସେ ଚିଡ଼ିଆଖାନା ଭିତରେ ପ୍ରବେଶ କରିଯାଇଛି||ଚାଲୁ ଚାଲୁ ହଠାତ୍ ସେ ଝୁଣ୍ଟି ପଡ଼ିଲେ ଏବଂ କହି ଉଠିଲା ମୋତେ ପଛରୁ
 କିଏ ପେଲିଲା?ଯେହେତୁ, ସେ ଏକା ଥିଲେ ତେଣୁ ବାରମ୍ବାର କହିଚାଲିଲେ,ହେ ଭଗବାନ ତମେ ସୂର୍ଯ୍ୟାସ୍ତକୁ କିଛି ସମୟ ରଖିଥିଲେ 
ହୋଇନଥାନ୍ତା ସେ ନିଜେ ବିଳମ୍ବରେ ଆସୁଛି ବୋଲି ଜଣା ତଥାପି ଭଗବାନଙ୍କୁ ଦୋଷ ଦେବାରେ ହେଳା କରିନି||ଦୋଷ ଦେବା ପ୍ରକୃତରେ ଗୋଟିଏ ମାନବିକ ଅଧିକାର ଏବଂ ପ୍ରକୃତିଗତ|| ସେ ଦୋଷ ଦେବାକୁ ଚାହୁଁନଥିଲେ ମଧ୍ୟ ନିଜର ଅନ୍ୟମନସ୍କତାରେ ଭଗବାନଙ୍କୁ ଦୋଷ ଦେଇଆସୁଛି|| ଏଇଟା ବୋଧେ ସୃଷ୍ଟିର ନିୟମ|| ସତେ ଯେମିତି ଭଗବାନ ଚାତକ ପକ୍ଷୀ ପରି ଅନେଇ 
ରହିଛନ୍ତି ସମସ୍ତଙ୍କର ଦୋଷର ଭାରକୁ ମୁଣ୍ଡେଇବା ପାଇଁ|| ତେଣୁ ଅନ୍ୟକୁ ଦୋଷ ଦେବା ଜନ୍ମଗତ ଅଧିକାର||
             ସେଦିନ ଥାଏ ୨୦୧୪ ମସିହା ସେପ୍ଟେମ୍ବର  ତାରିଖ || ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚଲିଥାଏ||
ମୁଁ ଏବଂ ମୋରୋ ଦୁଇ ସାଙ୍ଗ ବସି ଲ୍ୟାପଟପରେ ମ୍ୟାଚ ଦେଖୁଥାଉ|| ହଠାତ୍ ଗୋଟିଏ ଶବ୍ଦ, ଯେଉଁଟା କି ଗୋଟିଏ ବଲ,
ଲ୍ୟାପଟପ୍  କବାଟର ସଙ୍ଘର୍ଷରେ ହିଁ ହୋଇଥିଲା ଯାହାର କାରଣ ଥିଲା ମୋର ସାଙ୍ଗ ଯିଏକି ବଲଟିକୁ କବାଟକୁ ଫୋପାଡ଼ି ଥିଲା
ଏବଂ ବଲଟି ଗତିପଥ ପରିବର୍ତ୍ତନ କରି ଅାସି ଲ୍ୟାପଟପରେ ବାଜିଥିଲା || 
 ଯେଉଁଥିପାଇଁ ହଠାତ୍ ମୋ ପାଟିରୁ ଜୋରରେ ରାଗିଲା ଭଳିଆ ଶବ୍ଦ ବାହାରିଆସିଲା ଯେ, ତୁ ଧିରକରି ବସିପାରୁନୁ କି?ତାପରେ ସାଙ୍ଗର ମୁହଁରେ ବିଷର୍ଣ୍ଣର ଛାୟା ଖେଳିଗଲା ଏବଂ ମୁହଁରେ କିଛି ସମୟ ହାତ ଦେଇ ବସିରହିଲା ଏବଂ ରୁମ୍ ରୁ ଚାଲିଗଲା||
ସେଇଦିନଟୁ ଆଉ ମୋ ପାଖକୁ ଠିକସେ ଆସୁନାହିଁ କି ମଜାଳିଆ କଥା ବି ନାହିଁ || ସେ ଭାବିବା କଥା ଯେ, ଲ୍ୟାପଟପଟା ମୋତେ 
ବଦଳି ଦେଇଛି , କାହିଁକି ନା ମୁଁ ଲ୍ୟାପଟପ୍ କିଣିବା ପାଖରୁ ସାଙ୍ଗମାନେ ମୋତେ କହୁଛନ୍ତି ଯେ ମୁଁ କାଳେ ବଦଳି ଯାଇଛି ||
କିନ୍ତୁ ସେ ସାଙ୍ଗ ସେଇଆ ଭାବିନି || ମୁଁ ଯାହା ଭାବୁଛି ସେନିଜକୁ ଦୋଷାରୋପ କରିଛି ଯେ, ମୁଁ ସିନା ତା ରୁମ୍ କୁ ଗଲାବେଳକୁ 
କିଛି ଘଟୁଛି ତେଣୁ ନଯିବାଟା ହିଁ ଭଲ ହେବ  ||

ମୁଁ ସିନା ଗଲେ ଘଣ୍ଟେ ବସିବି ଆଉ ତା ସହ ଲାଗିବି କିମ୍ବା ତା ଲ୍ୟାପଟପ ବ୍ୟବହାର କରିବି || 
                                                                 ତେଣୁ ମୁଳୁ ମାଇଲେ ଯିବ ସରି 
                                                                      ଦେବଙ୍କ ସଙ୍ଗେ କିମ୍ପା କଳି||
ଯେଉଁଥିପାଇଁ କି ସେ ମୋ ରୁମ୍ କୁ ଆସୁନି ଏବଂ ଖାଇବା ପାଇଁ ମଧ୍ୟ ଡାକୁନି....||

ଏବେ ମୁଁ ଦୋଛକିରେ ପଡ଼ିଛି ଯେ ମୁ କାହାକୁ ଦୋଷାରୋପ କରିବି , ନିଜକୁ ନା ଅନ୍ୟ କାହାକୁ.......

ଲ୍ୟାପଟପ୍ କୁ ନା ସମୟକୁ.....................................................

Monday, 25 August 2014

PRE-PLACEMENT TRAINING OF DEPARTMENT OF ECONOMICS PONDICHERRY UNIVERSITY

PRE-PLACEMENT TRAINING OF DEPARTMENT OF ECONOMICS PONDICHERRY UNIVERSITY
25/08/2014
PONDICHERRY
========================================================================
         
I was very happy in our class because today was our pre-placement training programme  which was organise by the Dept. of Economics Pondicherry University and lectured by Arul Murgan who had came from dept. of Commerce, karaikel Campus,pondicherry university.
                                            He was speaking about our job opportunities, how to crackand how to get a job ,what will be necessary things for getting a job . He was also talking about how we improve our Enlish ?



 Lastly, sir(Dr. lusome,Dr. Amaresh Samantaray, Dr. Sankaran) had came. They had given a award to Arul murgan and my friend George had also awarded by Arul Murgan for his Attitude .


                                                                         Thanks to All