We All are Multidimentional Poor, Because no one is perfect in this World.  

 

 

"Count your age by Friends, not years. Count your life by Smiles, not tears."

Tuesday, 23 September 2014

NIJA AAKHI BI DHAKAA DIE

ନିଜ ଆଖି ବି ଧକ୍କା ଦିଏ


ତାରିଖ 27.9.2014
ସୋମବାର

ନିଜ ଆଖି ବି ଧକ୍କା ଦିଏ ନ କହିଲେ ବିଶ୍ୱାସ ହେବ ନାହିଁ । ସେଦିନ ଥିଲା ସୋମବାର, ମୁଁ ସକାଳ 9ଟା ବେଳେ ବିଛଣାରୁ ଉଠି ବ୍ରସ୍ କଲି ଏବଂ ସକାଳ ଜଳଖିଆ କଲି । ଏହା ପରେ କ୍ଲାସ୍ ନ ଯାଇ ଶୋଇଗଲି । ଯେତେ ବେଳେ ମୋ ନିଦ ଭାଙ୍ଗେ ମୁଁ ଦେଖେ ତ 2.10pm ମୁଁ ହଠାତ୍ ଉଠି ମୁଁହ ଧୁଆଧୋଇ କରି lunch କରିବାକୁ ଗଲି ଦେଖେ ତ dining hall ଫାଙ୍କା ଏବଂ ମୋର ସାଙ୍ଗ ଆଦିତ୍ୟ କୁ ପଚାରିଲି ଆଜି କଣ ସମସ୍ତେ ଖାଇସାରିଲେଣି କି , ସେତେବେଳେ ସେ କହିଲା ଯେ ଏବେ ମାତ୍ର 12.30 ହେଲା, ମୁଁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ । 

No comments:

Post a Comment