ରଞ୍ଜନ
ବାହାଘର
24/9/2014
ବୁଧବାର
ଗୋବିନ୍ଦପୁର ଗାଁର ମୋ ସାଙ୍ଗ
ରଞ୍ଜନ ଗୋଛାୟତ(RANJAN
GOCHHAYAT,GOBINDAPUR)ର ବାହାଘର ।।
ସେ ତାଙ୍କ ଗାଁ ପାଖା ପାଖି
ଗୋଟିଏ ଝିଅ(ସସ୍ମିତା ) କୁ ଭଲ ପାଉଥିଲା ।। ସେ ମୋତେ ଆଜି ସକଳା ଫୋନ୍ କରି କହିଲା ଯେ ଆଜି ତାର
ବାହାଘର ।। ଏହା ଶୁଣି ମୋତେ ଭାରି ଖୁସି ଲାଗିଲା ।।
ମୁଁ
ଭଗବାନ ଙ୍କୁ ପ୍ରାର୍ଥନା କରୁଛି ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ।।
No comments:
Post a Comment